accident ଅଟୋକୁ ଧକ୍କା ଦେଲା ଟିପ୍ପର; ଜଣେମୃତ, ୩ ଗୁରୁତର Sukanta NayakFebruary 17, 2025 କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣାଅଟୋରେ ଥିଲେ ୧୩ ଯାତ୍ରୀ, ଜଣଙ୍କ ମୃତ୍ୟୁ ଓ ୩ ଗୁରୁତରସମସ୍ତ ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ମାଛ ମାର୍କେଟ ଛକ ନିକଟରେ ସିରିଜ ଦୁର୍ଘଟଣା | ଅନୁଗୁଳ୨୫/୧୧/୨୦୨୩; ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ମାଛ ମାର୍କେଟ ଛକ ଠାରେ ସିରିଜ୍ ଦୁର୍ଘଟଣା। ସୂଚନା ଯେ, ଏକ ଅଟୋ ମେଡିକାଲ ଛକ ଆଡୁ ହେମସୁରପଡା ଛକ…
ଲଷ୍ମୀ ବସ ସହିତ ବାଇକ ଧକ୍କା ବାଇକ ଆରୋହୀ ମୃତ l ଲଷ୍ମୀ ବସ ସହିତ ବାଇକ ଧକ୍କା ବାଇକ ଆରୋହୀ ମୃତ ଳ ଲଷ୍ମୀ ବସ ସହିତ ବାଇକ ଧକ୍କା ବାଇକ ଆରୋହୀ ମୃତ lମୃତ ବ୍ୟକ୍ତି ସୁମନ୍ତ…
ଛାଡ଼ଖାଇ ପୂର୍ବରୁ ଗୋଦାମରେ ଥିବା ମାଛ, ଚିଙ୍ଗୁଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଚିଲିକା କୂଳ ଯମୁନା ଗାଁରେ ଛାଡ଼ଖାଇ ପୂର୍ବରୁ ଅଘଟଣ ଘଟିଛି। ଏକ ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…