ରାଜନୀତି

View All

ମହାନଗର

View All

ଦେଶ ବିଦେଶ

View All

ଅପରାଧ

View All

ଖେଳ

View All

ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡିଶା ରେ ସପ୍ତମ ସ୍ଥାନ ଅଧିକାର କଲେ ବଳରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର

ତୃତୀୟ ଶ୍ରେଣୀ ଛାତ୍ରଙ୍କର କୃତିତ୍ୱ । ରାଜ୍ୟସ୍ତରୀୟ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ଓଡ଼ିଶାରେ ସପ୍ତମ ସ୍ଥାନ ଅଧିକାର କରି ସ୍କୁଲ୍ ଓ ବ୍ଲକ୍ ର ଗୌରବ ବଢାଇଛନ୍ତି ଛାତ୍ର । ସରସ୍ୱତୀ ଶିଶୁ ମନ୍ଦିର, ବଳରାମପୁର ସ୍କୁଲ୍ ର ତୃତୀୟ ଶ୍ରେଣୀ ଛାତ୍ର ଜଗତକଲ୍ୟାଣ ଭୂୟାଁ।  ଶିକ୍ଷା…

୭୮ତମ ରାଜ୍ୟ ପୋଲିସ ଭଲିବଲ୍  ଚାମ୍ପିୟନସିପ୍  ଫାଇନାଲରେ ମୟୂରଭଞ୍ଜ ଚାମ୍ପିୟନ୍

ପୋଲିସ ଭଲିବଲ୍  ଚାମ୍ପିୟନସିପ୍  ଫାଇନାଲରେ ମୟୂରଭଞ୍ଜ ଚାମ୍ପିୟନ୍ । ଫାଇନାଲରେ ମୟୂରଭଞ୍ଜ ଦଳ  ବାଲେଶ୍ୱର ଦଳକୁ ୩-୦ ରେ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ୍ ହୋଇଛି। ବାଲେଶ୍ୱର ରିଜର୍ଭ ପୁଲିସ୍ ପଡ଼ିଆରେ ଚାଲୁଥିବା ୭୮ତମ ରାଜ୍ୟ ପୋଲିସ ଭଲିବଲ୍ ଏବଂ ବାସ୍କେଟବଲ୍ ଚାମ୍ପିୟନସିପ୍ - ୨୦୨୬ର ଉଦଯାପନ…

ମ.ରାମପୁର ରେ ପ୍ରଥମ ଥର ପାଇଁ ସ୍ବର୍ଗତଃ କିରଣ ସିଂ ଦେଓ ମେମୋରିଆଲ

କ୍ରିକେଟ ମ୍ୟାଚ ଉଦଘାଟିତ କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ରେ ପ୍ରଥମ ଥର ପାଇଁ ରାତ୍ରି କାଳୀନ କ୍ରିକେଟ ମ୍ୟାଚ ର ଉଦ୍ଘାଟନୀ ଉତ୍ସବ ଦେଖିବାକୁ ମିଳିଛି. ମରାମପୁର ମାଟିର ଗର୍ବ ଗୌରବ ସ୍ଵର୍ଗତ କିରଣ ସିଂ ଦେଓ ମେମୋରିଆଲ, କ୍ରିକେଟ ମ୍ୟାଚ ଭାବେ ଆଜି ମରାମପୁର ସ୍ଥିତ…

ବୌଦ୍ଧର ଦୁଇ ଭାଇ-ଭଉଣୀଙ୍କ ସଫଳତା

ତୀରନ୍ଦାଜିରେ ଜିଲ୍ଲା ପାଇଁ ସୁନାମ ଆଣିଲେ ବୌଦ୍ଧ ସହର ବୁଟୁପାଲି ର ଦୁଇ ଭାଇ-ଭଉଣୀ ଟେନିଶା ମେହେର ଓ ଦୁର୍ଗାଦତ୍ତ ମେହେର ତୀରନ୍ଦାଜି କ୍ରୀଡାରେ ସଫଳତା ଅର୍ଜନ କରି ଜିଲ୍ଲାକୁ କରିଛନ୍ତି ଗର୍ବିତ ଓ ଆଣିଛନ୍ତି ମେଡାଲ। ଦୁଇ ଭାଇ ଭଉଣୀ ପାଠପଢ଼ା ସାଙ୍ଗ କୁ କ୍ରୀଡାକୁ ମଧ୍ୟ୍ୟ…