ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ, ଦୁଇ ଗୋଷ୍ଟି ମୁହାଁମୁହିଁ

ରାଜେନ୍ଦ୍ରପୁର ପଞ୍ଚାୟତ ଦିଆଲଖଣ୍ଡି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି | ଦିଆଲଖଣ୍ଡି ଗାଁର ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ ଦେଖିବାକୁ ମିଳିଛି | ପାଚେରୀ ନିର୍ମାଣକୁ ନେଇ…

ଗୋବିନ୍ଦିପୁରରେ ଅସନ୍ତୋଷ, ବିଡିଓଙ୍କ ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବହୁ ଦିନ ଧରି ଗୋବିନ୍ଦିପୁର ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷା ପାଣି ଓ କାଦୁଅ ଜମି ରହିବାରୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ସମସ୍ୟାର…

ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ ବାୟୁ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

୨ ଦିନ ଧରି ପ୍ରବଳ ଛେଚିବ ! ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି…

ସୁନା ଓ ରୂପା ଦରରେ ସାମାନ୍ୟ ପରିବର୍ତ୍ତନ, ଆସନ୍ତୁ ଜାଣିବା କ’ଣ ରହିଛି ଆଜିର ଦର

ଦିନକୁ ଦିନ ସୁନାର ମୂଲ୍ୟ ବଢୁଥିବା ବେଳେ, ଆଜି ସୁନା ଦର କମିଥିବା ବେଳେ ରୂପା ଦର ସ୍ଥିର ରହିଛି । ସୁନାର ମୂଲ୍ୟ ବଢ଼ୁଥିବାରୁ ଲୋକେ…

ଆନ୍ଧ୍ରପ୍ରଦେଶରେ ଦେଖାଦେଇଛି କୋଭିଡ ଭୟ, କୋଭିଡକୁ ନେଇ ଓଡ଼ିଶାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର: ପୁଣି ଡ଼ରାଇଲାଣି କୋଭିଡ ।  ଆନ୍ଧ୍ରପ୍ରଦେଶରେ ପୁଣି ଦେଖାଦେଇଛି କରୋନା । ଆନ୍ଧ୍ରରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୀମାନ୍ତ ଓଡିଶାରେ ହାଇଆଲର୍ଟ । ରାଜ୍ୟରେ…

ସମ୍ବଲପୁର କୋର୍ଟକୁ ବୋମା ଧମକ, ଧମକପୂର୍ଣ୍ଣ ମେସେଜ ପରେ ସୁରକ୍ଷା କଡାକଡି

ସମ୍ବଲପୁର: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ | କୋର୍ଟକୁ ବୋମାରେ ଉଡାଇ ଦେବାକୁ ଇ-ମେଲ ମାଧ୍ୟମରେ ଧମକ ଆସିଛି | ଧମକ ମିଳିବା ପରେ କୋର୍ଟ…

ଭିଜିଲାନ୍ସ ପଞ୍ଝାରେ ITDAର ପୂର୍ବତନ AE, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ

ଭିଜିଲାନ୍ସ ପଞ୍ଝାରେ ITDAର ପୂର୍ବତନ AE । ଆକ୍ସନ ମୋଡ଼ରେ ଜୟପୁର ଭିଜିଲାନ୍ସ । କୋରାପୁଟ ପୂର୍ବତନ ITDA ରେ ଆସିଷ୍ଟାଣ୍ଡ ଏଗଜ୍ୟୁକେଟିଭ୍ ଇଞ୍ଜିନିୟର ସଞ୍ଜୟ କିସପଟାଙ୍କ…

ଭିଏତନାମରେ ବଡ଼ ଧରଣର ଦୁର୍ଘଟଣା, ଫୁ କୁଓକ ଦ୍ୱୀପ ନିକଟରେ ଓଲଟିଲା ସ୍ପିଡ୍ ବୋଟ୍

ଦକ୍ଷିଣ ଭିଏତନାମର ଫୁ କୁଓକ ଦ୍ୱୀପ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଶନିବାର ଦିନ ୩୨ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ…

ବଙ୍ଗୋପସାଗରରେ ଭୂକମ୍ପର ଝଟକା, ପ୍ରଭାବରେ ବିଶାଖାପାଟଣା ସହର ଥରିଲା

ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ…

ଛାତ୍ର ଆନ୍ଦୋଳନ ପରେ FM ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି: ପ୍ରକାଶ ପାଇଲା B.Sc ନର୍ସିଂ ୭ମ ସେମିଷ୍ଟାର ପରୀକ୍ଷା ତାରିଖ

ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭ମ ସେମିଷ୍ଟାର ବିଏସସି ନର୍ସିଂ (B.Sc. Nursing) ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ନର୍ସିଂ ଛାତ୍ରଛାତ୍ରୀଙ୍କ ଦୀର୍ଘ ଦିନର ଧାରଣା…

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା, ୩ ଲକ୍ଷ ୧୭ ହଜାର ୯୬୬ ନୂଆ ଆବେଦନ

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ଦିଆଯିବ । ସୁଭଦ୍ରା ସମୀକ୍ଷା ପରେ…

ଜୁଲାଇରେ ବଢ଼ିପାରେ ୩% ମହଙ୍ଗା ଭତ୍ତା, ମୁଦ୍ରାସ୍ଫୀତି ବୃଦ୍ଧି ଧାରା ଅନୁସାରେ ବିଶେଷଜ୍ଞମାନଙ୍କ ଆକଳନ

କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍‌ଭୋଗୀମାନଙ୍କର ଜୁଲାଇ ମାସର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିବା ସମ୍ଭାବନା ରହିଛି । ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମୁଦ୍ରାସ୍ଫୀତି ବୃଦ୍ଧି…