ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଆଜି ଶପଥ ନେବେ ବ୍ରଜମୋହନ ରାମ

ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିବେ ବ୍ରଜମୋହନ ରାମ। ଏଥିସହ ସେ ଆନୁଷ୍ଠାନିକ ଭାବେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ…

SI ପେପର ଲିକ୍ ମାମଲାରେ EDର ବଡ଼ ଖୁଲାସା, ୧୨ଟି ସ୍ଥାନରେ ଚଢ଼ାଉ

ଓଡ଼ିଶା ପୋଲିସ ସବ୍‌ ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଓଡ଼ିଶା ଓ ପଶ୍ଚିମବଙ୍ଗର…

କାଲି ଲଘୁଚାପ ସମ୍ଭାବନା, ଦୁର୍ଗାପୂଜାରେ ବର୍ଷା ଆଶଙ୍କା

ଦୁର୍ଗାପୂଜା ପୂର୍ବରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ଥିବା ନେଇ…

୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଅସହ୍ୟ ଗରମରୁ ମିଳିବ ସାମୟିକ ଆଶ୍ୱସ୍ତି। ରାଜ୍ୟରେ ଆଜିଠାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଅନ୍ୟପଟେ ବିଭିନ୍ନ…

OAS ଅଧିକାରୀ ସ୍ତରରେ ଅଦଳବଦଳ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ବଦଳି

ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନୂଆ ଦାୟିତ୍ୱ ଦିଆଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ…

ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ: ୪ ଦଫା ଦାବିରେ ଆହ୍ୱାନ

ବିଭିନ୍ନ ଦାବିକୁ ନେଇ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ…

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ଅଟୋ ଚଳାଚଳ ବନ୍ଦକୁ ରାଜଧାନୀ ଅଟୋ ଚାଳକ ସଂଘର ସମର୍ଥନ

ଆସନ୍ତା କାଲି ଅର୍ଥାତ ୮ ତାରିଖରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ବଢ଼ୁଛି SC-ST ମାମଲା: ରାଜ୍ୟରେ ଖୋଲିବ ୨୧ ସୁରକ୍ଷା ଥାନା

ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂକ୍ରାନ୍ତୀୟ ମାମଲା ବଢ଼ୁଥିବା ହେତୁ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ୨୧ଟି ସ୍ୱତନ୍ତ୍ର SC-ST…

ଛାତ୍ର ସଂସଦ ନିର୍ବାଚନରେ କଡ଼ା କଟକଣା: ଜାଣନ୍ତୁ କଣ ରହିଛି ସର୍ତ୍ତ

କ୍ୟାମ୍ପସରେ ବାଜିଲା ନିର୍ବାଚନ ବିଗୁଲ୍। ୭ରେ ଆସିବ ବିଜ୍ଞପ୍ତି, ୧୫ରେ ଭୋଟ୍। ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ। ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ…

୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଛାତ୍ର ସଂସଦ ନିର୍ବାଚନ ନେଇ ବାଜିଛି ବିଗୁଲ। ରାଜ୍ୟର…

ପୁଣି ବ୍ୟାଙ୍କକକୁ ଉଡିଲା ବିମାନ, ଆଗାମୀ ଦିନରେ ଦୁବାଇକୁ ବିମାନ ସେବା ଆରମ୍ଭ

ପୁଣି ଭୁବନେଶ୍ୱରରୁ ବ୍ୟାଙ୍କକକୁ ଉଡିଲା ବିମାନ। ଏହି ଆନ୍ତର୍ଜାତୀୟ ରୁଟରେ ଗତ ଜୁଲାଇ ମାସରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ବିମାନ ଗତକାଲିଠାରୁ ପୁଣି ଉଡ଼ିଛି ।…