ଅନୁଗୁଳ ଜିଲ୍ଲାର ଟ୍ରମାକେଆର ହସ୍ପିଟାଲ ରେ ନୂତନ ଭାବେ ଗଡିଉଠୁଥିବା ବିଲଡିଙ୍ଗ ରେ ଦେଖିବାକୁ ମିଳୁଛି ନିମ୍ନ ମାନର କାମ                                          

ଅନୁଗୁଳ ଜିଲ୍ଲାର ଟ୍ରମା କେଆର ହସ୍ପିଟାଲ ରେ ନୂତନ ବିଲଡିଙ୍ଗ କାମ ରେ ମହା ଘୋଟଲା, ଏଠି ବାଲି ଯେଉଁଠି କାମରେ ଲଗାଯାଏ ସେଠି କାମହେଉଛି ମାଟିରେ ରାତିଅଧିଆ କାମ ଚାଲିଥିଲା ବେଳେ କୋନେସି ଅଫିସର ମାନଙ୍କ ର ଦେଖାନାହିଁ, ଯାହା ଜଣାପଡୁଛି ଏଠି ମିଳି ଭଗତ ରେ କାମ ଚାଲିଛି ବୋଲି ଚର୍ଚ୍ଚା ହଉଛି ରାତିଅଧିଆ କାମ ହବା ମାଟିଭରିବା ଉପରେ ପଶ୍ନ ଉଠୁଛି ଯେଉଁ ମାଟି ଖୋଳି ବିଲଡିଂଙ୍ଗ ଗଡିଉଠିଥିବା ପାଇଁ ହୋଇଥିଲା ସେଥିରେ ବାଲି ନପୁରେଇ ମାଟିଭରା ଯାଉଛି ଏହିସବୁ ରାତି ଅଧିଆ କାମହେଉଥିବାରୁ ଲୋକ ମାନଙ୍କ ର ସନ୍ଦେହ ହେଉଛି ନୂତନ ଭାବେ ଗଡିଉଠୁଥିବା ବିଲଡିଂର କାମ ନେଇଥିବା ଉପରିସ୍ଥଅଧିକାରୀ ମାନଙ୍କ ର ଦେଖାମିଳୁନି ଏଇଥିରୁ ଜାଣିପାରୁଥିବେ ଏହି ନୂତନ ବିଲଡିଂ ରେ କୋଟି କୋଟି ଟଙ୍କାର ହେରାଫେରିରେ ଜଣାପଡୁଛି ବୋଲି ଅନୁଗୁଳ ସହର ରେ ଚର୍ଚ୍ଚା ବିଷୟ ପାଲଟିଛି .

Leave a Reply

Your email address will not be published. Required fields are marked *