ରାଜନୀତିରାଜ୍ୟ ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ Sukanta NayakMarch 12, 2025 ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗଦେବେ
ଚମ୍ପୁଆ ଏନଏସି ଫଳାଫଳ- ବିଜେଡି ର ବାଜିମାତ ଚମ୍ପୁଆ ତା ୨୬/୩.ଚମ୍ପୁଆ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଦାୟିତ୍ଵ ଅଧିକାରୀ ତହସିଲଦାର ସାଇ ସ୍ମିତା ହୋତା ସୂଚାରୁ ରୁପେ ହୋଇଛି ବୋଲି ମତ ଦେଇଛନ୍ତି…
ପୂଜକଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ନବୀନ ନିବାସକୁ ଯାତ୍ରା ଆରମ୍ଭ ଫୋକସ ପ୍ଲସ ୨୦/୦୬/୨୨(ମୟୂରଭଞ୍ଜ): ଆଜି ହରିବଳଦେବଜିଉ ଜଗନ୍ନାଥ ମନ୍ଦିର ତଥା ଦେବତ୍ତର ବିଭାଗ ଦ୍ଵାରା ପରିଚାଳିତ ସମସ୍ତ ମଠ,ମନ୍ଦିରର ପୂଜା ପଣ୍ଡା ମାନେ ମନ୍ଦିର ଅବହେଳାକୁ ନେଇ…
ପ୍ରଶାସନର ମନମୁଖୀ ଶାସନ, ବ୍ଲକ ଘେରାଉ ପାଇଁ ସଜବାଜ ଫୋକସ ପ୍ଲସ (କୋରାପୁଟ )୨୩/୦୭/୨୦୨୨: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ “ସାଇ କଲ୍ୟାଣୀ ମଣ୍ଡପ” ପରିସରରେ ଆଜି ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ…