ଟ୍ରକକୁ ପଛରୁ ପିଟିଲା କାର।

ଅନୁଗୁଳ ରୁ ସମ୍ବଲପୁର ଅଭିମୁଖେ କାରରେ ଯାଉଥିବା ସ୍ୱାମୀ ସ୍ତ୍ରୀ ଜରପଡା ଥାନା ଅଂଚଳ ର ଜେରେଙ୍ଗେନିକଟରେ ଛିଡାହୋଇଥିବା ଟ୍ରକ ପଛପଟୁ କାରଟି ଧକ୍କା ଦେଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଅନୁଗୁଳ ହସ୍ପିଟାଲ କୁ ଆଣିଥିଲେ ମହିଳା ଜଣକ ଅଧିକ ଗୁରୁତର ହେବାରୁ କଟକ ଏସିବି କୁ ସ୍ଥାନାରିତ କରାଯାଇଛି। ଖବର ଲେଖିବା ପୂର୍ବରୁ ତାଙ୍କ ପରିଚୟ ମିଳିପାରିନାହିଁ। ଯାହା ଶୁଣିବାକୁ ମିଳୁଛି ଯେ ସେମାନେ ସମ୍ବଲପୁର କୌଣସି ଏକ ପରୀକ୍ଷା ଦେବାକୁ ଯାଉଥିଲେ ଜେରଙ୍ଗ ଠାରେ ଏହି ଦୁର୍ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *