ରାଜନୀତି ଦେବଗଡ଼ ପୌରାଧ୍ୟକ୍ଷା ବହିଷ୍କୃତ Sukanta NayakJanuary 29, 2025 ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କୁ ବହିଷ୍କାର କଲେ ସରକାରକାର୍ଯ୍ୟରେ ଅବହେଳା ପାଇଁ ଅଧ୍ୟକ୍ଷ ପଦରୁ ବହିଷ୍କୃତଦେଓଗଡ଼ ଜିଲ୍ଲାପାଳଙ୍କ ଦତନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ
ଉଦଘାଟନ ପୂର୍ବରୁ ବିବାଦରେ ପୋଲିସ ସହାୟତା କେନ୍ଦ୍ର ଫୋକସ ପ୍ଲସ (କୋଦଳା)୦୯/୦୭/୨୦୨୨: ବିଜ୍ଞାପିତ ଅଞ୍ଚଳ ପରିଷଦ ଅର୍ଥରେ ପୋଲିସ ସହାୟତା କେନ୍ଦ୍ର ତିଆରି ହେଲା।ଉକ୍ତ ଗୃହ ବାବଦରେ ବିଲ୍ ପାସ୍ ହୋଇନଥିବା ବେଳେ ଏହାକୁ ହସ୍ତାନ୍ତର…
କେନ୍ଦ୍ରାପଡାର ମହାକାଳପଡାରେ ବିଜେଡିକୁ ଶକ୍ତ ଝଟକା। ଗୋଟିଏ ପରେ ଗୋଟିଏ ବିଜେଡିର ଗଡ ଭାଙ୍ଗୁଛି। ବିଜେଡି ହେଭିୱେଟ ଅତନୁ ସବ୍ୟସାଚୀ ନାୟକଙ୍କ ଗଡରେ ଶକ୍ତି ଦେଖାଇଛି ବିଜେପି।ସରକାରୀ ଦଳର ଗୋଟି ଚାଳନାରେ ଶକ୍ତ ଧକ୍କା…
ସମ୍ପର୍କ ଭାଙ୍ଗିବା ଯୋଡିବାରେ ବ୍ୟସ୍ତ ନୀତିଶ କୁମାର ଫୋକସ ପ୍ଲସ(ବ୍ୟୁରୋ)୧୦/୦୮/୨୦୨୨: ୫ ବର୍ଷ ତଳେ ଆରଜେଡି ର ହାତ ଛାଡି ବିଜେପି ର ହାତ ଧରି ବିହାରରେ ଶାସନ କରୁଥିଲେ ଏବେ ପୁଣି ରଙ୍ଗ ବଦଳାଇଛନ୍ତି…