ଅନୁଗୁଳ ଜିଲ୍ଲା ରେ ଦେହ ବେପାରି ଦେହ ବେପାର ବେଳେ ପୋଲିସର ଅତର୍କିତ ଚଢ଼ାଉ

ଦେହ ବ୍ୟବସାୟ ବେଳେ ଅନୁଗୋଳ ପୋଲିସ ର ଅତର୍କିତ ଚଢ଼ାଉ। ଚଢ଼ାଉ ବେଳେ ଚାରି ଦେହଜୀବୀ, ଦୁଇ ଗ୍ରାହକ ସହ ଦୁଇ ଦୁଇ କର୍ମଚାରୀ ଅଟକ। ସୂଚନା ଯେ, ଆଜି ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକରାହୁଲ ଜୈନ ଙ୍କ ନିର୍ଦ୍ଦେଶରେ ରାତ୍ର ୯ ଘଟିକା ବେଳେ  ଅନୁଗୋଳ ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅନୁଗୋଳ ଟାଉନ୍ ପୋଲିସ ତୁରଙ୍ଗ ଅଞ୍ଚଳରେ ଥିବା A1 ଗେଷ୍ଟ ହାଉସ୍ ରେ ଦେହ ବେପାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଏହି ଚଢାଉରେ ଚାରି ଦେହଜୀବୀ, ଦୁଇ ଗ୍ରାହକ ସହ ଦୁଇ ଦୁଇ କର୍ମଚାରୀ ଅଟକ ରଖି ପଚରାଉଚରା କରାଯାଉଥିବା ନେଇ ଟାଉନ୍ ଥାନା ଅଧିକାରୀ ପ୍ରକାଶ ମାଝୀ କହିଛନ୍ତି।

Leave a Reply

Your email address will not be published. Required fields are marked *