ଧୁମ ଧାମ ରେ ସରିଲା ନରସିଂହପୁର ଅଷ୍ଟଦଣ୍ଡ ମେଲଣ । ଏହି ମେଲଣ ରେ ନରସିଂହପୁର ଶରଧାପୁର, ଜଗନ୍ନାଥ ପ୍ରସାଦ, ଚକ୍ରଗଡ଼, କୋକୋଳବା, ବଢିଆ, ରଣସିଂହପୁର, ବାଲିଝରୀ, ପାଇକପଡା ପାଟଣା,ଦଣ୍ଡ କୁ ନେଇ ଅଷ୍ଟଶମ୍ଭୁ ଦଣ୍ଡ ମେଲଣ ହୋଇଯାଇଛି । ପରେ ଅଷ୍ଟଶମ୍ଭୁ ଦଣ୍ଡ ନଗର ପରିକ୍ରମା କରିବା ସହ ପୂଜା ହୋଇଥିଲେ, ଏବଂ ନରସିଂହପୁର କ୍ଳବ ପଡିଆ ପରିସରରେ ଦଣ୍ଡ ନୃତ୍ୟ ହୋଇଥିଲା ।

