ସରକାରୀ କର୍ମଚାରୀ ପଢିବେ AI ଓ ସାଇବର ସୁରକ୍ଷା ପାଠ।

ସରକାରୀ କର୍ମଚାରୀ ପଢିବେ AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ
AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀଙ୍କ ବଢିବ ରାଙ୍କି
ପ୍ରତି ମାସରେ ଅତିକମରେ ଗୋଟିଏ ପାଠ୍ୟକ୍ରମ ପଢିବେ
ଗୋଟିଏରୁ ଅଧିକ ପାଠ୍ୟକ୍ରମ ସମାପ୍ତ କରୁଥିବା କର୍ମଚାରୀଙ୍କ ରାଙ୍କିଂକୁ ବୃଦ୍ଧି କରାଯିବ

Leave a Reply

Your email address will not be published. Required fields are marked *