ସୁପର-୮ରେ ଭାରତର ସୁପର ବିଜୟ । 

ଚେନାଇ :ସୁପର-୮ରେ ସୁପର ବିଜୟ । ଜିମ୍ବାଓ୍ବେକୁ ୭୨ ରନରେ ହରାଇଲା ଭାରତ । ଭାରତ ୨୫୭ ରନର ବିଜୟ ଲକ୍ଷ୍ୟ ଦେଇଥିବାବେଳେ ରନର କରିବାରେ ସକ୍ଷମ ହୋଇଛି ଜିମ୍ବାଓ୍ବେ । ଭାରତ ପକ୍ଷରୁ ଅର୍ଶଦୀପ ୩ ଓ୍ବିକେଟ୍ ଅକ୍ତିଆ କରିଥିବାବେଳେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଏବଂ ଶିଭମ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

Hardik Pandya of India plays a shot during Match 48 (Super 8) of the ICC Men’s T20I World Cup 2026 between the India and the Zimbabwe at MA Chidambaram Stadium, Chennai, India on February 26, 2026.

Leave a Reply

Your email address will not be published. Required fields are marked *