ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

📌ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ
📌ସୁସୁଡ଼ା ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି
📌ଢେଙ୍କାନାଳ ବାଉଁଶପୋଖରୀ ପୈତୃକ ଘର ଓ ବଅଁରପାଳ ଶ୍ଵଶୁର ଘରେ ରେଡ୍
📌ଟଙ୍କା ହେରଫେର୍ ମାମଲାରେ ସାଢେ ୩ ମାସ ନିଖୋଜ ହେବା ପରେ ଗିରଫ
📌ନିଜ ଦରମା ବୃଦ୍ଧି ସହ ପ୍ରାୟ ଅଢ଼େଇ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *