accident କେରଳରେ ଭୂସ୍ଖଳନ: ୧୨ ମୃତ Sukanta NayakJuly 30, 2024July 30, 2024 -କେରଳ ୱାଏନାଡରେ ଭୂସ୍ଖଳନ; ୧୨ ମୃତ, ଶତାଧିକ ଫସିଲେ-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ-ଉଦ୍ଧାର କାର୍ଯ୍ୟରେ KSDMA ଓ NDRF-ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17 ଓ ALH ହେଲିକପ୍ଟର
ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
ଟନେଲ ଭୁଶୁଡିବା ଘଟଣା, ଦିନ ଗଡୁଛି ଟେନସନ ବଢୁଛି ନୂଆଦିଲ୍ଲୀ: ଦିନ ଗଡୁଛି ଟେନସନ ବଢୁଛି । ମନରେ ଭୟ ଓ ଆଶଙ୍କା ରହିଛି । ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନୋତ୍ରୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣା ଆଜକୁ…