ରାଜ୍ୟ ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା Sukanta NayakJune 18, 2025 ଅସୁସ୍ଥତା ବିଷୟରେ ଜାଣି ଚିନ୍ତା ପ୍ରକଟ କଲେ CM‘ନବୀନଙ୍କ ଚିକିତ୍ସା ସୁରୁଖୁରୁରେ ସମ୍ପନ୍ନ ହେଉ’ଆଶୁ ଆରୋଗ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନାନବୀନ ଉତ୍ତମ ସ୍ବାସ୍ଥ୍ୟ ଲାଭ କରନ୍ତୁମୁଖ୍ୟମନ୍ତ୍ରୀ
ଆନ୍ଧ୍ରର ନେଲୋର ନିକଟରେ ବସ୍-ଟ୍ରକ୍ ଧକ୍କା 30 ରୁ ଅଧିକ ଲୋକ ଆହତ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ନିକଟରେ ଏକ ଟ୍ରକ୍ ସହିତ ବସ୍ ଧକ୍କା ହେବା ପରେ 30 ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା…
ଶୀତଳା ଠାକୁରାଣୀଙ୍କ ଅଲୌକିକ ଦର୍ଶନ ଫୋକସ ପ୍ଲସ ୧୭/୦୬/୨୨(କୋଟପାଡ଼): ଆଜି ମା ଠାକୁରାଣୀ ମନ୍ଦିର ପରିସରରେ ଦେଖିବାକୁ ଅଲୌକିକ ଘଟଣା l ପ୍ରତ୍ୟେକ ସଂକ୍ରାନ୍ତି ପରି ଏହି ରଜ ସଂକ୍ରାନ୍ତି ରେ ମଧ୍ୟ…