ନିଜକୁ ମୁଣ୍ଡି ଭାବୁଥିବା ସାମ୍ବାଦିକଙ୍କର ଅଭଦ୍ରାମିର ପର୍ଦ୍ଦାଫାସ୍।

ଫୋକସ ପ୍ଲସ ବ୍ୟୁର :ହଁ ଦର୍ଶକ ବନ୍ଧୁ ଏମାନେ କୁଆଡେ ବଡ଼ ଚାନେଲ ର ବଡ଼ ସାମ୍ବାଦିକ, କିନ୍ତୁ ଏମାନଙ୍କ ମନ ନୀଚ,ଜଣେ କିନ୍ନରଙ୍କୁ ଅନୁଗୁଳ ସ୍ଥିତ ସମ୍ବାଦ ଅଫିସକୁ ଡାକି ତାଙ୍କୁ ତାଙ୍କର ପ୍ରାଇଭେଟ ପାର୍ଟ ଦେଖିବାକୁ ମନବାଳାଇବା ଓ ଅଶାଳୀନ ବ୍ୟବହାର କରି ହରଡ଼ ଘଣାରେ ୨ ସାଟେଲାଇଟ ସାମ୍ବାଦିକ। ଏମାନଙ୍କ ଖବର ଦେଖି ସାରା ଓଡ଼ିଶାର ଲୋକ ଛି ଛାକର କରୁଛନ୍ତି, ଦେଖନ୍ତୁ ସୁଧାଂଶୁ @8 ଏମାଙ୍କର କଳା ଚିଠା….

Leave a Reply

Your email address will not be published. Required fields are marked *