Breaking newsଦେଶ ବିଦେଶରାଜନୀତି ପଞ୍ଜାବ ସର୍ଭେ: ହିନ୍ଦୁ ହୋଇଥିବାରୁ ସିଏମ୍ ରେସରୁ ପ୍ରତ୍ୟାଖ୍ୟାନ କରାଯାଇଛି : କଂଗ୍ରେସ ନେତା ସୁନୀଲ ଜାଖର FOCUS PLUSFebruary 2, 2022 ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଦୋୖଡକୁ ନେଇ ମଙ୍ଗଳବାର ଦିନ ଦଳ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ଦିନକ ପୂର୍ବରୁ ଏହି ଦଦୌଡରୁ ବହିଷ୍କୃତ ହୋଇଥିବା କଂଗ୍ରେସ ନେତା ସୁନୀଲ ଜାଖର କହିଛନ୍ତି ଯେ ହିନ୍ଦୁ ହୋଇଥିବାରୁ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।
ହୋଲି ହେଲା କାଳ,ଠାକୁର ପରିକ୍ରମା ବେଳେ ଠାକୁରଙ୍କୁ ଅଣ୍ଡା ମାଡ ଫୋକସ ପ୍ଲସ 9/3/2023(ଗଜପତି): ହୋଲିରେ ଠାକୁରଙ୍କୁ ଧରି ନଗର ପରିକ୍ରମା କରୁଥିବା ଲୋକଙ୍କ ଉପରେ ଅଣ୍ଡା ମାଡ଼। ଅଣ୍ଡା ମାଡ଼କୁ ନେଇ ଦୁଇ ଗୋଷ୍ଠୀ ଭିତରେ ହାତାହାତି…
ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍କାପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପସକାଳ ୬ଟା ୧୦…
ରାଜଧାନୀରେ ପୁଣି ମାତିଲେ ଲୁଟେରା; ଏଥର ଟାର୍ଗେଟ୍ରେ ମାଛ ବେପାରୀ; ବ୍ୟବସାୟ ଲାଗି ମାଛ ନେବାକୁ ବାଳକାଟିରୁ ଆସୁଥିବା ବେଳେ ଲୁଟ୍ର ଶିକାର; କଳ୍ପନା ଛକ ନିକଟରେ ୪ ଲୁଟେରା ମାରଣାସ୍ତ୍ର ଦେଖାଇ ୪ ହଜାର ଟଙ୍କା ଓ ଆକ୍ଟିଭା ଛଡ଼ାଇ ନେଲେ; ଲୁଟ୍ର କିଛି ସମୟ ପରେ ଆକ୍ଟିଭା ଗାଡ଼ି ଶିଶୁଭବନ ଛକରେ ଠାବ. ରାଜଧାନୀରେ ପୁଣି ମାତିଲେ ଲୁଟେରା; ଏଥର ଟାର୍ଗେଟ୍ରେ ମାଛ ବେପାରୀ; ବ୍ୟବସାୟ ଲାଗି ମାଛ ନେବାକୁ ବାଳକାଟିରୁ ଆସୁଥିବା ବେଳେ ଲୁଟ୍ର ଶିକାର; କଳ୍ପନା ଛକ ନିକଟରେ…