accident ପିକ୍ ଅପ୍ ଦୁର୍ଘଟଣା ଗ୍ରସ୍ତ, ୨ମୃତ ଓ ୨୫ ଆହତ Sukanta NayakMay 23, 2025 ସୁବର୍ଣ୍ଣପୁର: NH ୫୭ ହରଡ଼ଖୋଲ ଛକରେ ଦୁର୍ଘଟଣାଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପିକ୍ଅପ୍ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ, ୨୫ ଆହତସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିବରଗଡ଼ରୁ ବାହାଘର ପାଇଁ ବୌଦ୍ଧ ମନମୁଣ୍ଡା ଯାଉଥିଲେ
ଚଳନ୍ତା ବସରୁ ଖସି ଜଣେ ମୃତ | ଫୋକସ ପ୍ଲସ ୨୬/୧/୨୩(ଆନନ୍ଦପୁର):ଗତକାଲି ସନ୍ଧ୍ୟା ସମୟରେ ଘଟଗାଁରୁ ମା’ ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଅଘଟଣ। ଚଳନ୍ତା ବସରୁ ଜଣେ ଯୁବକ ଖସି ପଡ଼ିବାରୁ ଘଟଣାସ୍ଥଳରେ…
ଭୁବନ ଟ୍ରେନ ଲାଇନ ରେ ଜଣେ ମୃତ | ଢେଙ୍କାନାଳ05/12/2023;ଭୁବନ ଟ୍ରେନ ଲାଇନ ରେ ଜଣେ ମୃତ | ମୃତକ ଜଣକ କୁନିନ୍ଦା ପାଟଣା ର ରବି ଦେହୁରୀ (33)ବୋଲି ଜଣା ପଡିଛି | ତାଙ୍କ ପରିବାର…
ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣା ସାଲିମାର ଟ୍ରେନ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ, ବନବିଭାଗ ଓ ରେଳ ବିଭାଗ ଦୁହିଁଙ୍କ ଅବହେଳା ଯୋଗୁଁ ନିରୀହ…