Breaking news ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଜଣେ ମୃତ Sukanta NayakOctober 20, 2025 ମୃତକ ହେଲେ କୈଠଡା ଗାଁର ପିଣ୍ଟୁ ପଲେଇଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡା ଗାଁରେ ଘଟିଛି ଅଘଟଣ-ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ
ଭାରତୀୟ କ୍ରିକେଟ୍ ଟିମ୍ର ପ୍ରାକ୍ଟିସ ଜର୍ସିକୁ ନେଇ ଉଠିଲା ବିବାଦ ଭାରତୀୟ କ୍ରିକେଟ୍ ଟିମ୍ର ପ୍ରାକ୍ଟିସ ଜର୍ସିକୁ ନେଇ ଉଠିଲା ବିବାଦ। ପ୍ରଶ୍ନ ଉଠାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିକୁ ସିଧାସଳଖ ଟାର୍ଗେଟ୍ କଲେ ଦିଦି। ସବୁକିଛି…
ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ଟ୍ୱିଟର୍ ଫୋକସ ପ୍ଲସ 30/10/22(ବ୍ୟୁରୋ): ଟ୍ୱିଟର୍ ସିଇଓ ପରାଗ ଅଗ୍ରୱାଲ ଓ ବଡ ବଡ ପଦାଧିକାରୀଙ୍କ ପରେ ଏବେ କର୍ମଚାରୀଙ୍କ ପାଳି। ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ଟ୍ୱିଟର୍।…
ଆଶା ଭୋସଲେ ଲତା ମଙ୍ଗେଶକରଙ୍କୁ ଭେଟିବା ପାଇଁ ମୁମ୍ବାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ଲତା ମଙ୍ଗେଶକରଙ୍କ ଭଉଣୀ ଆଶା ଭୋସଲେ କିମ୍ବଦନ୍ତୀ ଗାୟକଙ୍କୁ ଭେଟିବା ପାଇଁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ପହଁଞ୍ଚିଥିବାର ନଜର ଆସିଥିଲେ। ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା…