ଖେଳ ବୁମରାହ କ୍ରିକେଟ ରଅଫ ଦି ଇୟର Sukanta NayakJanuary 27, 2025 ଯଶପ୍ରୀତ ବୁମ୍ରା ଟେଷ୍ଟରେ ବେଷ୍ଟବୁମ୍ରା ହେଲେ ICC ଟେଷ୍ଟ କ୍ରିକେଟର ଅଫ ଦି ଇୟର୨୦୨୪ରେ ୧୩ଟି ଟେଷ୍ଟ ଖେଳି ୭୧ଟି ୱିକେଟ ନେଇଥିଲେସ୍ମୃତି ମନ୍ଧାନା ICCର ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟରଦିନିକିଆରେ ୧୩ଟି ଇନିଂସରେ ୭୪୭ ରନ୍ କରିଥିଲେ ସ୍ମୃତି
ବିଶ୍ବକପ୍ ଫାଇନାଲ ପୂର୍ବରୁ @BCCI ର ବଡ଼ ଘୋଷଣା ବିଶ୍ବକପ୍ ଫାଇନାଲ ପୂର୍ବରୁ @BCCI ର ବଡ଼ ଘୋଷଣାଚାମ୍ପିଅନ ହେଲେ ମହିଳା ଦଳକୁ ମିଳିବ ୧୨୫କୋଟି ଟଙ୍କାସେମିରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଛି ଭାରତଦକ୍ଷିଣ ଆଫ୍ରିକା ସହ…
ବଜରଙ୍ଗବାଲି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଷଷ୍ଠ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଜାପନୀ ଉତ୍ସଵ ଅନୁଗୁଳ:ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତ ରେ ଜିଲ୍ଳାରୁ ପ୍ରାୟ ୧୬ ଜଣ କ୍ରିକେଟ ଟିମ କୁ ନେଇ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜକ ବଜରଙ୍ଗ ବାଲି କ୍ରିକେଟ…
L O C କ୍ରିକେଟ କ୍ଲବ ଆନୁକୂଲ୍ୟରେ ବଳରାମପ୍ରସାଦ ରେ ଟୁର୍ଣ୍ଣାମେଣ୍ଟ ଅନୁଗୋଳ:ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଠାରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଫାଇନାଲ ମ୍ୟାଚ ରେ ନିଜେ ଅରଗାନାଇଜର ଟିମ LOC କ୍ରିକେଟ କ୍ଲବ ଚମ୍ପିୟାନ ହୋଇଥିବା…