ଭାଙ୍ଗିଗଲା ଘମଣ୍ଡ ଖେଳିବ ମ୍ୟାଚ

📌ଶେଷରେ ମୁଣ୍ଡ ନୁଆଁଇଲା ପାକିସ୍ତାନ,ବୟକଟ୍‌ରୁ ଓହରିଲା
📌ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ସହ ଖେଳିବାକୁ ରାଜି ପାକିସ୍ତାନ
📌୧୫ ତାରିଖରେ କଲମ୍ବୋରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍
📌ମ୍ୟାଚ୍ ଖେଳିବାକୁ PCBକୁ ପାକିସ୍ତାନ ସରକାରଙ୍କ ଅନୁମତି
📌ଲାହୋରରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ବାହାରିଲା ନିଷ୍କର୍ସ
📌ପୂର୍ବରୁ ଭାରତ ସହ ମ୍ୟାଚ୍ ଖେଳିବାକୁ ମନା କରିଥିଲା ପାକିସ୍ତାନ

Leave a Reply

Your email address will not be published. Required fields are marked *