ରକ୍ତ ରଂଜିତ ହୋଲି!ସାମନ୍ୟ ବଚସା ରୁ ସାଙ୍ଗକୁ ବିୟର ବୋତଲ ରେ ଆକ୍ରମଣ।

ଅନୁଗୁଳ( ଉମାକାନ୍ତ ସାହୁ )କୁଶାସିଂହା ଗ୍ରାମରେ ଡମ୍ବୁର ରାଉତ ଙ୍କ ପୁଅ ନିଗମ ରାଉତ ବୟସ ୨୦ସାଙ୍ଗ ମାନଙ୍କ ଭିତରେ ସାମାନ୍ୟ ବଚସା କୁ ନେଇ ବିୟର ବୋତଲରେ ପେଟରେ ଭର୍ତି କରିଥିଲେ ତାଙ୍କୁ ପରିବାର ଲୋକ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ତାଙ୍କୁ ଅନୁଗୁଳ ଟ୍ରମାକେଆର ଭର୍ତି କରାଇଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ରୁ କଟକ ବଡମେଡିକାଲ କୁ ସ୍ଥାନାରିତ କରାଯାଇଛି।

Leave a Reply

Your email address will not be published. Required fields are marked *