ରିକେଲ୍ଟନ ଏବଂ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ,କୋଲକାତାକୁ ୬ ୱିକେଟ୍‌ରେ ହରାଇଲା ମୁମ୍ବାଇ

ମୁମ୍ବାଇ : ଘରୋଇ ମାଟିରେ ବଡ଼ ବିଜୟ । ଆଇପିଏଲ ୨୦୨୬ : ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ । କୋଲକାତାକୁ ୬ ଓ୍ବିକେଟ୍ ହରାଇ ପ୍ରଥମ ବିଜୟ ବିଜୟ ହାସଲ କରିଛି ପାଣ୍ଡ୍ୟା ବାହିନୀ । ୨୨୧ ରନର ବିଜୟ ଲକ୍ଷ୍ୟକୁ ୫ ବଲ ବାକିଥାଇ ଜିତି ନେଇ ମୁମ୍ବାଇ । ନମନ ଧିର ଏକ ସୁନ୍ଦର ଚୌକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି । ସେପଟେ ଆଜି କେକେଆରର ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ନାରାୟଣ, କାର୍ତ୍ତିକ ତ୍ୟାଗୀ ଏବଂ ବୈଭବ ଅରୋରା ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଥିଲେ ।

Leave a Reply

Your email address will not be published. Required fields are marked *