ସାଳନ୍ଦୀ ନଦୀ କୁ ଡେଇଁ ରିଲିସ କରୁଥିବା ସମୟ ରେ ଭାସିଗଲେ ଯୁବକ
ଭଦ୍ରକ ସନ୍ତିଆ ପୋଲ ଉପରେ ସାଳନ୍ଦୀ ନଦୀ ପାଣି ରେ ଡେଇଁ ରିଲସ କରୁଥିବା ସମୟ ରେ ଜଣେ ଯୁବକ ଭାସିଗଲା, ବର୍ତ୍ତମାନ ସୁଦ୍ଧା ଅଗ୍ନିଶ୍ରମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କୌଣସି ସନ୍ଧାନ ମିଳି ନାହିଁ ଯୁବକ ଙ୍କ ର, ଯୁବକ ଙ୍କ ଘର କେନ୍ଦୁଝର ଅଞ୍ଚଳ ର ବୋଲି ଜଣା ପଡିଛି। ସେ ଭଦ୍ରକ ଅଞ୍ଚଳ ରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି।
ଭଦ୍ରକ ରୁ ସନ୍ତୋଷ ଜେନା ଙ୍କ ରିପୋର୍ଟ
ରିଲିସ କରୁଥିବା ସମୟ ରେ ଭାସିଗଲେ ଯୁବକ।
