ରାଜ୍ୟ ସିବିଆଇ ତଦନ୍ତ ହେଉ: ଦୀପାଳି Sukanta NayakJanuary 19, 2025 ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଝିଅ ଦୀପାଳିଙ୍କ ପ୍ରତିକ୍ରିୟା‘ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜନୀତି କରୁଛି’‘ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି’‘ପରିବାରରେ ଆଲୋଚନା ଚାଲିଛି, ତଦନ୍ତ ପାଇଁ ଲେଖିକି ଜଣାଇବୁ’
ଦିଦିଙ୍କ ସହିତ କଣ କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ ? ଭବନେଶ୍ୱର : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଆଳୁ ଯୋଗାଣ ସମସ୍ୟା ସ୍ୱଭାବିକ…
ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ମିଳିବ ଘର :ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ପ୍ରଦାନ କରିଛନ୍ତି। ନଭେମ୍ବର ମାସରୁ…
ଗ୍ରାମବାସୀଙ୍କ ପାଇଁ ସାତସପନ ପକ୍କା ରାସ୍ତା ଫୋକସ ପ୍ଲସ (ଦିଗପହଣ୍ଡି)୧୦/୦୭/୨୦୨୨: ନାହିଁ ନାହିଁ ରେ ବୁଡ଼ି ରହିଛି ପାହାଡି ଇଲାକାର ଜନବସତି ଗାଁ।ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର କଥା କହୁଥିବା ବେଳେ…