ରାଜ୍ୟ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ Sukanta NayakAugust 9, 2024August 9, 2024 ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟଉପାନ୍ତ ଅଞ୍ଚଳରେ ନବନିର୍ମିତ ସରକାରୀ ସ୍ନାତକ ମହାବିଦ୍ୟାଳୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଲେ
ଥମୁନି ଦାଦନ ଅତ୍ୟାଚାର ଫୋକସ ପ୍ଲସ(କଳାହାଣ୍ଡି):ସରୁନି ଦାଦନ ଯନ୍ତ୍ରଣା, ବାରମ୍ବାର ଘଟଣା ଆସୁଛି ସାମ୍ନା କୁ।ପୁଣି ବନ୍ଦା ପଡ଼ିଛି ଦୁଇ ଦାଦନ ଶ୍ରମିକ।ତିନି ଶ୍ରମିକ ଳୁଚିକି ଗାଁ କୁ ପହଞ୍ଚିଲା ପରେ…
ଗଛ ପଡି ଭାଙ୍ଗିଲା ମନ୍ଦିର ଫୋକସ ପ୍ଲସ ୧୨/୬/୨୨ (କେନ୍ଦୁଝର): ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ହଲଦିଆପଡ଼ା ଗ୍ରାମରେ ଏକ ବଡ ଧରଣର ଅଘଟଣ ଯାଇଛି ଅଳ୍ପକେ ବର୍ତିଲେ ଲକମାନେ। ସୂଚନା ମୁତାବକ…
ସରୁନି ପାନୀୟ ଜଳ ସମସ୍ୟା ଫୋକସ ପ୍ଲସ(ଚୌଦ୍ୱାର)୧୨/୦୮/୨୦୨୨:ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ଦିର୍ଘ ଦିନ ହବ ସ୍ଥାନୀୟ ଅଞ୍ଚଳରେ ପାନୀୟଜଳ ସମସ୍ୟା ଲାଗିରହିଥିବା ବେଳେ ଏହି ସମସ୍ୟାକୁ…