accident ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତ Sukanta NayakMarch 22, 2025 ଗଞ୍ଜାମ: ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତମୃତକ ହେଲେ ନାରାୟଣପୁରର ରାଜେଶ କୁମାର ଗୌଡ଼ବମକେଇରୁ ନାରାୟଣପୁର ଫେରୁଥିବା ବେଳେ ବଜ୍ରପାତଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ରାଜେଶ..ଏ ଘଟଣାଟି ଘଟିବା ପରେ ଅଞ୍ଚଳରେ ସକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢିଗଲା କାର୍, ଦୁଇ ଗୁରୁତର। ଭୁବନେଶ୍ଵର: ବିଦ୍ୟୁତ୍ ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢିଗଲା କାର୍, ଦୁଇ ଗୁରୁତର। ଡମଣା ଛକ ଅଶ୍ଵିନୀ ହସ୍ପିଟାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଗତକାଲି…
ଦୁର୍ଘଟଣା ନେଲା ୪ ଜୀବନ ନୂଆଦିଲ୍ଲୀ: ଦୁର୍ଘଟଣା ନେଲା ୪ ଜୀବନ | ବୁଧବାର ଉତ୍ତରାଖଣ୍ଡର ଭୀମତାଲ ସହର ନିକଟରେ ଏକ ବସ୍ ଖାତକୁ ଖସିଯିବା ପରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସାମ୍ନାକୁ…
କୋଲକାତାରୁ ପାରାଦୀପ ଆସୁଥିବା ବସ୍ରେ ଅଗ୍ନିକାଣ୍ଡ | କଲିକତା11/11/2023;କଲିକତା (ଶୁକ୍ରବାର) ରାତି ପ୍ରାୟ ୯ଟା ବେଳେ କୋଲ୍କାତାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’…