ବର୍ଷ ୨୦୨୬ ସମସ୍ତଙ୍କ ପାଇଁ ନୂଆ ସମ୍ଭାବନା ସହ ନୂଆ ଆହ୍ୱାନ ଓ ଚ୍ୟାଲେଞ୍ଜ୍ ନେଇ ଆସିଛି । ଏ ଭିତରେ ନଜର ରହିଛି ପୁରୁଣା ହୋଇ ଯାଇଥିବା ନୂଆ ସରକାର ଉପରେ । ଲୋକଙ୍କ ସରକାରକୁ ନେଇ ବିଗତ କିଛି ଦିନ ହେଲା ଲୋକଙ୍କ ଭିତରେ କିଛି ଅସନ୍ତୋଷ କିଛି ଅଭିଯୋଗ ରହିଥିବା ବେଳେ ଆକ୍ରୋଶକୁ ପ୍ରଶମିତ କରିବା ସରକାରଙ୍କ ମୁଖ୍ୟ ଦାୟିତ୍ୱ । ସେପଟେ ରାଜ୍ୟ ସ୍ଥିତି ସଜାଡିବା ସହ ସଙ୍ଗଠନରେ ବି ସନ୍ତୁଳନ ବଜାୟ ରଖିବା ମୋହନଙ୍କ ପାଇଁ ସାଜିବ ବଡ ଟାସ୍କ । ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ତଳ ଲିଙ୍କରେ କ୍ଲିକ କରନ୍ତୁ👇
ନୂଆ ସରକାରଙ୍କ ପାଇଁ ନୂଆ ବର୍ଷ ଆଣିଛି ନୂଆ ଚ୍ୟାଲେଞ୍ଜ
