୪ଟି କାର୍ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ହଲିଉଡ୍‌ ଅଭିନେତା ଆର୍ଣ୍ଣଲ୍‌ଡ୍‌ ସ୍ବାର୍ଜନେଗର୍‌: ରିପୋର୍ଟ

ଲସ୍‌ ଆଞ୍ଜଲେସ୍‌: ଲସ୍‌ ଆଞ୍ଜଲେସ୍‌ରେ ଘଟିଥିବା କାର୍‌ ଦୁର୍ଘଟଣାରୁ ହଲିଉଡ୍‌ ଅଭିନେତା ଆର୍ଣ୍ଣଲ୍‌ଡ୍‌ ସ୍ବାର୍ଜନେଗର୍‌ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ଶୁକ୍ରବାର ବିଳମ୍ବିତ ଅପରାହ୍ଣରେ ଘଟିଥିବା ଉକ୍ତ…

ଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା: ଏଏସ୍ଆଇର ମରାମତି କାମ ଆରମ୍ଭ, ମନ୍ଦିର ଚଟାଣ ସମାନ ହେବ

ପୁରୁଣା ଭୁବନେଶ୍ୱର: ଖୁବ୍‌ଶୀଘ୍ର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଣି ଗଳିବା ସମସ୍ୟା ସମାଧାନ ହେବ। ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) କାମ ଆରମ୍ଭ କରିଛି। ମନ୍ଦିର…

‘ଫିଟ୍ ରୁହ-ସୁସ୍ଥ ରୁହ’ ପ୍ରତିଯୋଗିତା: ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ିଲା ବିଏସ୍‌ସିଏଲ୍‌

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ‘ଫିଟ୍ ରୁହ-ସୁସ୍ଥ ରୁହ’ ପ୍ରତିଯୋଗିତା ଆରମ୍ଭ ହୋଇଛି। ଫିଟ୍‌ ରହିବା ପାଇଁ ଦେଶର ଯେଉଁ ସହରରେ…

କଟକ ମାଟିର ପୁଅ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ

କଟକ: ବିଶ୍ବ ଇତିହାସରେ ଅଲିଭା ଅଧ୍ୟାୟ ଯୋଡ଼ିଥିବା ମହାନଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଓଡ଼ିଶା ତଥା କଟକ ମାଟିର ପୁଅ। ୧୮୯୭ ମସିହା ଜାନୁଆରି ୨୩ରେ…

କେଡ଼େ ନିର୍ମମ! କୁକୁରକୁ ଜିଅନ୍ତା ଜାଳିଦେଲେ ମହିଳା, ଥାନାରେ ଏତଲା

ଭୁବନେଶ୍ବର : ଖଣ୍ଡିଗିରି ଅଞ୍ଚଳରେ କୁକୁରକୁ ଗୁଳି କରି ହତ୍ୟା ଘଟଣାକୁ ଦୁଇ ଦିନ ନ ପୂରୁଣୁ ଶନିବାର ଦିନ ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ…

କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ: ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବହୁ ବଶିଷ୍ଟ ବ୍ୟକ୍ତି

କଟକ: ଆଜି ଦେଶ ପାଳନ କରୁଛି ନିଜର ଅତ୍ୟତମ ଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ।…

ରାଜ୍ୟରେ କରୋନାଜନିତ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଗତ ୧୨ ତାରିଖଠାରୁ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ କରିଛି। ହେଲେ ଟେଷ୍ଟଙ୍ଗ କମି ନାହିଁ, ଯାହାକି ୭୦ ହଜାର ଉପରେ ରହିଛି।…

ପୁରୀରେ ୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଫେରାର

ପୁରୀ: ପୁରୀ ସିଦ୍ଧବକୁଳ ଲେନରେ ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବାର ଆଜି ଅଭିଯୋଗ ହୋଇଛି। ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼…

ପଞ୍ଚାୟତ ନିର୍ବାଚନରେ ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ଯୋଗ୍ୟ ଘୋଷିତ, ୮୬୪୮ ନାମାଙ୍କନ ନାକଚ୍‌

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ…

ଭୋଟର୍‌ ତାଲିକାରୁ ବାଦ୍‌ ପଡ଼ିଲେ ୫୪ ମତଦାତା, ସାମ୍ବିଧାନିକ ଅଧିକାର ପାଇଁ ଆମରଣ ଅନଶନ ଚେତାବନୀ

ଭଦ୍ରକ: ସାମ୍ବିଧାନିକ ଅଧିକାର ପାଇଁ ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତ ରସାଳପୁର ଗ୍ରାମର ଅନେକ ଗ୍ରାମବାସୀ ଆମରଣ ଅନଶନ କରିଵା ପାଇଁ ଚେତାବନୀ ଦେଇଛନ୍ତି। ଗ୍ରାମର ୫୪…