ଅପରାଧଆଞ୍ଚଳିକ ଟଙ୍କା ପାଇଁ ଜଘନ୍ୟ ହତ୍ୟାକାଣ୍ଡ Naina MajhiJanuary 3, 2026January 3, 2026 ତାଳଚେର: ପେଚକସରେ ଭୁସି ଭୁସି ନିର୍ମମ ହତ୍ୟା କଲା ଯୁବକ । ତାଳଚେର ଟାଉନ ଥାନା ଅଞ୍ଚକରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ ପେଟରେ, ଛାତିରେ ଏବଂ ବେକକୁ ପେଚକସ ସାହାଯ୍ୟରେ ଭୁସି ହତ୍ୟା କଲା ଅଭିଯୁକ୍ତ । ଟଙ୍କା ନେଣ ଦେଣକୁ ନେଇ ନିର୍ମମ ଭାବେ ହତ୍ୟା କଲା ଯୁବକ ।
ବଟି ମାଗି ଗିରଫ ହେଲେ ସାମ୍ବାଦିକ ଫୋକସ ପ୍ଲସ ୧୦/୬/୨୨ (ତାଳଚେର): ତାଳଚେରରେ ନ୍ୟୁଜ 19 ର ସାମ୍ବାଦିକ ପାଉଁରୁଟି କାରଖାନାରୁ ୧ ଟଙ୍କା ଚାନ୍ଦା ମାଗି ଗିରଫ.. ଘଟଣା ରୁ ପ୍ରକାଶ ତାଳଚେର…
ଡିୟୁଟି ଅବହେଳା ପାଇଁ ଶିକ୍ଷକ ହେଲେ ହଟହଟା I ଶିକ୍ଷକ ମାନଙ୍କ ଅବହେଳା କୁ କେନ୍ଦ୍ରକରି ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ। ବିଦ୍ୟାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇରହିଲେ ଛାତ୍ରଛାତ୍ରୀ। ଆନନ୍ଦପୁର…
ରୁକସାନାଙ୍କ ମୃତ୍ୟ,ସନ୍ଦେହରେ ସମ୍ବଲପୁରୀ ଗାୟକ ରୁକୁ ସୁନା ସମ୍ବଲପୁର ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ରିଲ୍ସ ସହ ଅନେକ ଆଲବମ କରି ପଶ୍ଚିମ ଓଡିଶାରେ…