ଦେଖୁ ଦେଖୁ ଚାଲିଗଲା ଜୀବନ

ନୂଆପଡା: ଗତ ରାତିରେ ଚାରି ବନ୍ଧୁ ତରବୋଡ ଗୋଟିଏ ବାଇକରେ ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ସଡ଼କ ଦୁର୍ଘଟଣା । ହାତିସରା ବ୍ରିଜ ଉପରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଗାଡି ଖସି ୨ଜଣଙ୍କର ମୃତ୍ୟୁ ହେବା ସହ ୨ ଗୁରୁତର ହୋଇଥିଲେ । ମୃତ ଯୁବକ ଜଣେ ହେଲେ ହାତୀସରା ଗ୍ରାମର ହରିଶ୍ଚନ୍ଦ୍ର ପଟେଲ ଓ ଅନ୍ୟ ଜଣେ ଯୁବକ ବାବେଘାଟିର ଶୁଭ ହଂସ । ଅନ୍ୟ ଦୁଇ ଗୁରୁତର ଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *