କମ ପ୍ରାଇସରେ ମିଳୁଛି Realme ଫୋନ୍

ଲଞ୍ଚ ହେଲା Realmeର ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଏହି ସ୍ମାର୍ଟଫୋନର ପ୍ରାଇସ୍ ବହୁତ୍ କମ୍ । ଫୋନର ନାମ ହେଉଛି Realme Narzo 90x 5G । Realme ଲଞ୍ଚ କରିଥିବା ଏହି ଫୋନର ମୂଲ୍ୟରେ ବଡ଼ ହ୍ରାସ ପାଇଛି । ଏହି Realme ଫୋନଟି ୧୨,୯୯୯ରୁ ଆରମ୍ଭ ହେଉଛି । Amazon ରେ ବ୍ୟାଙ୍କ ଡିସକାଉଣ୍ଟ, ଏକ୍ସଚେଞ୍ଜ ଏବଂ EMI ଅଫର ମଧ୍ୟ ଉପଲବ୍ଧ ।
ଏହି ଅଫେର୍ଡେବଲ Realme ଫୋନଟି ଏକ ବଡ଼ LCD ଡିସପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ HD+ ରିଜୋଲ୍ୟୁସନ୍, ୧୪୪Hz ରିଫ୍ରେସ୍ ରେଟ୍ ଏବଂ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନରେ ୬୦W ୱୟାର୍ଡ ଫାଷ୍ଟ ଚାର୍ଜିଂ ସହିତ ଏକ ପାୱାରଫୁଲ୍ ୭୦୦୦mAh ବ୍ୟାଟେରୀ ଅଛି । ଫୋନର ବ୍ୟାକରେ ୫୦MP AI କ୍ୟାମେରା ଅଛି । ଏଥିସହ ଏକ ସେକେଣ୍ଡାରୀ କ୍ୟାମେରା ମଧ୍ୟ ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏକ ୮MP କ୍ୟାମେରା ଉପଲବ୍ଧ । ଏହା ସହିତ, ଫୋନରେ AI ଫିଚର୍ସ ରହିଛି । ଏହା ଡୁଆଲ୍ 5G SIM କାର୍ଡକୁ ସପୋର୍ଟ କରେ । Realmeର ଏହି ବଜେଟ୍ ଫୋନ୍ ୬GB RAM + ୧୨୮GB ଷ୍ଟୋରେଜ୍ ଏବଂ ୮GB RAM + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ । କମ୍ପାନୀ ଏହାକୁ ୧୪,୯୯୯ ର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରିଛି । Amazon ରେ ଏହାର ପ୍ରାଇସ୍ ୧୬,୯୯୯ ରୁ ଆରମ୍ଭ ହେଉଛି। ହେଲେ, ଫୋନଟି ୧,୦୦୦ ଟଙ୍କାର ମୂଲ୍ୟ ହ୍ରାସ ପାଇଛି ଏବଂ ୧୩,୯୯୯ ରେ ଲିଷ୍ଟ ହୋଇଛି । ଏହାର ଅର୍ଥ ହେଉଛି ଏହି Realme ଫୋନ୍ ୧୨,୯୯୯ ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *