ବିହାର ନିର୍ବାଚନୀ ସଭାରୁ ମୋଦିଙ୍କୁ ଜୋଦାର ହମଲା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁଥର ପରି ଏଥର ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଆକ୍ରମଣ କରିଛନ୍ତି।…

୪ ଲକ୍ଷ ଟଙ୍କାର ଜାଲ୍ ନୋଟ ଜବତ, ବଜାରରେ ବୁଲୁଛି ଦେଢ଼ ଲକ୍ଷରୁ ଅଧିକ!

ବିନିକା: ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତସୁବର୍ଣ୍ଣପୁର ବିନିକାରୁ ୪ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଜବତ ୮୦୩…

ବିହାରରେ ଏମାନେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରି ଜାମିନରେ ଅଛନ୍ତି:ମୋଦି

ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତିପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି | ଏହି ନିର୍ବାଚନୀ ସଭାରେ ସେ ଲାଲୁ…

ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ଠକୁଥିଲା BJD:ମୁଖ୍ୟମନ୍ତ୍ରୀ

ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ଠକୁଥିଲା BJD: ମୁଖ୍ୟମନ୍ତ୍ରୀ‘ଇନ୍‌ପୁଟ ସହାୟତା ୧୦୦ ଟଙ୍କା ବି ଦେଇପାରିଲାନି ବିଜେଡି’‘ଆମ ସରକାର ଚାଷୀଙ୍କୁ ୮୦୦ ଇନ୍‌ପୁଟ ସହାୟତା ଦେଇଛି’

SI ନିଯୁକ୍ତି ମହାଘୋଟାଲା : ବିଜେପି ବିଧାୟକ ବାବୁ ସିଂଙ୍କ ବୟାନ,କହିଲେ ବିଜେଡି ….

ନିଯୁକ୍ତି ମହାଘୋଟାଲା ନେଇ ବିଜେପି ବିଧାୟକ ବାବୁ ସିଂଙ୍କ ବଡ଼ ବୟାନଶଙ୍କର ପୃଷ୍ଟି ହେଉ କି ସୁବ୍ରତ ଛାଟୋଇ କାହାକୁ ଛଡ଼ାଯିବନି: ବାବୁ ସିଂଯେଉଁଠି ଚାଦର ଘୋଡାଇ…

ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇଲେ ବଣ୍ଡା ଜନଜାତି

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ବଣ୍ଡାଘାଟି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବୁଧବାର ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୋବିନ୍ଦପାଲି…

ଧର୍ମଶାଳାରେ ବିଜେପିର ଐତିହାସିକ ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ପରିବର୍ତ୍ତନ ହେବା ପରେ ଯାଜପୁର ଜିଲ୍ଲାର ବିଜେଡି ଗଡ଼ ଦୋହଲିସାରିଲାଣି। ଆଜି ଯାଜପୁର ସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ରାଜ୍ୟ…

ଆମେରିକାର ପ୍ରଭାବ ନା ଚୀନର ପଦକ୍ଷେପ, ନେପାଳ ଆନ୍ଦୋଳନର ସମୟ ଉପରେ କାହିଁକି ପ୍ରଶ୍ନ ଉଠାଯାଉଛି

ନେପାଳରେ ଜେନେରାଲ-ଜେଡଙ୍କ ନେତୃତ୍ୱରେ ବିଶାଳ ପ୍ରତିବାଦ ହୋଇଛି, ଯାହା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି। ସରକାରଙ୍କ ଦ୍ୱାରା ସୋସିଆଲ ମିଡିଆ ଉପରେ…

ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ମିଳିବ ଘର :ମନ୍ତ୍ରୀ ରବି ନାରାୟଣ ନାୟକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ପ୍ରଦାନ କରିଛନ୍ତି। ନଭେମ୍ବର ମାସରୁ…

କମିଲା GST ହାରକାହା ଉପରେ କେତେ ଜିଏସଟି ?

୧୮% ଜିଏସଟିଏସି, ଟିଭି, ୱାସିଂ ମେସିନ୍, କାର ପାର୍ଟ୍ସ,ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍) ୫% ଜିଏସଟିକେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ,…