୪୧୨ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିଲା ଇଂଲଣ୍ଡ
୪୦.୨ ଓଭରରେ ୩୧୧ ରନ୍ କରି ଇଂଲଣ୍ଡ ଅଲ୍ ଆଉଟ୍
ଜିମ୍ବାୱେ ହରାରେ ଷ୍ଟାଡିୟମରେ ଛକା ଓ ଚୌକାର ବର୍ଷା କରିଥିଲା ଭାରତ
୫୦ ଓଭରରେ ଭାରତର ୯ ଓ୍ବିକେଟ ହରାଇ ୪୧୧ ରନ୍ କରିଥିଲା
୮୦ ବଲ୍ରେ ୧୭୫ ରନ୍ କରିଥିଲେ ବୈଭବ ସୂର୍ଯ୍ୟବଂଶୀ
୧୫ଟି ଛକା ଓ ୧୫ଟି ଚୌକା ମାରିଥିଲେ ବୈଭବ ସୂର୍ଯ୍ୟବଂଶୀ
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ
୨୦୦୦ରେ ଭାରତ ପ୍ରଥମ U-19 କ୍ରିକେଟ୍ ବିଶ୍ବ ଚାମ୍ପିଅନ ହୋଇଥିଲା
୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ବି ଭାରତ ହୋଇଥିଲା ଚାମ୍ପିଅନ
ଇଂଲଣ୍ଡକୁ ୧୦୦ ରନ୍ରେ ହରାଇ ଭାରତ ବିଶ୍ବ ବିଜୟୀ
