ରାଜନୀତିରାଜ୍ୟ ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହ Sukanta NayakMarch 12, 2025 ଓଡ଼ିଶା ଗସ୍ତରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହଆସନ୍ତା ୨୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗଦେବେ
ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ଫୋକସ ପ୍ଲସ 3/5/23 (ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନି ଦିଆଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର…
ଚିଲିକା ବିଧାୟକଙ୍କ ଅମାନବୀୟ ଆଚରଣ କୁ ନେଇ ତାଳଚେର ବିଜେପିର ସତ୍ୟାଗ୍ରହ ତାଳଚେର : ସାରା ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଧି ଓ ଚିଲିକାର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦ୍ୱେ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିବା ପ୍ରତିବାଦରେ…
ରୋଗରେ ପଡି ପଙ୍ଗୁ ହୋଇଗଲେ ୩ ପିଲା ଫୋକସ ପ୍ଲସ(ଖୋର୍ଦ୍ଧା)୨୫/୦୮/୨୦୨୨: ହେ ଲୀଳାମୟ ପ୍ରଭୁ |ହେ ବଡ଼ ଠାକୁର |ତୁମେ ତ ତିଆରି କର ପରିବାର | ପୁଣି ଦୁଖୀ ପରିବାରରେ ଏତେ ଦୁଃଖ ଦିଅ…