ରାଜନୀତି ଦେବଗଡ଼ ପୌରାଧ୍ୟକ୍ଷା ବହିଷ୍କୃତ Sukanta NayakJanuary 29, 2025 ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କୁ ବହିଷ୍କାର କଲେ ସରକାରକାର୍ଯ୍ୟରେ ଅବହେଳା ପାଇଁ ଅଧ୍ୟକ୍ଷ ପଦରୁ ବହିଷ୍କୃତଦେଓଗଡ଼ ଜିଲ୍ଲାପାଳଙ୍କ ଦତନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ
ଆମ ସରକାର ମହିଳାଙ୍କୁ ଋଣ ନୁହେଁ, ସୁଭଦ୍ରା ନାଁରେ ପ୍ରୋତ୍ସାହନ ଦେଉଛି’ :ପ୍ରଭାତି -ବିରୋଧୀ ଦଳ ନେତା ନବୀନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ-ବିଜେପି ଅଫିସରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଟାର୍ଗେଟ୍-୨୪ ବର୍ଷରେ ଆପଣ ମହିଳାଙ୍କୁ କଣ ଦେଲେ…
ଧର୍ମଶାଳା ପଞ୍ଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ ଧର୍ମଶାଳା ପଞ୍ଚାୟତ ସମିତି ର ୧୧ତମ ସାଧାରଣ ଅଧିବେଶନ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ ପଦବୀରୁ ଇସ୍ତଫା ଦେବା ଓ…
ବ୍ୟାନର ଟାଙ୍ଗିବାକୁ ନେଇ ମୁହାଁମୁହିଁ ଛାତ୍ର ଥମୁନି ଉତ୍ତେଜନା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବ୍ୟାନର ଟାଙ୍ଗିବାକୁ ନେଇ ଥମୁନି ଉତ୍ତେଜନା। ଗତକାଲିଠାରୁ ଏଯାଏ ଉତ୍ତେଜନା ଲାଗି ରହିଛି । ଆଜି ମଧ୍ୟ ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ…