accident ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। Sukanta NayakJune 15, 2025 ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
ଗାତ ରେ ପଡି ଦୁଇ ଶିଶୁ କନ୍ୟା ମୃତ୍ୟୁ ଫୋକସ ପ୍ଲସ 02/02/2023( ଚିତ୍ରକୋଣ୍ଡା) ଖାଲକୁ ଖସିପଡି ଗୁରୁବାର ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏନେଇ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ଡାକ୍ତର ମୁତ୍ୟୁ ଘୋଷଣା କରିଛନ୍ତି।ଚିତ୍ରକୋଣ୍ଡା ଢେପ…
ଅନୁଗୁଳରେ ସଡ଼କ ଦୁର୍ଘଟଣା। ଗଲା ୨ ଜୀବନ ବାଇକ ଦୁର୍ଘଟଣା ,୨ମୃତ ଜଣେ ଗୁରୁତର । ଅନୁଗୋଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣକ ମୃତ୍ୟୁ…
ରିଲ୍ସ କରୁ କରୁ ସାପ ଦଂଶନରେ ଚାଲିଗଲା ଜୀବନ ନୂଆଦିଲ୍ଲୀ ୨୧/୦୭ : ସୋସିଆଲ ମିଡିଆରେ ଆଜିକାଲି ଖୁବ ତୀବ୍ର ଗତିରେ ଭାଇରଲ ହେବାରେ ଲାଗିଛନ୍ତି ଆଜିର ଯୁବପିଢ଼ିମାନେ….ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରାଜସ୍ଥାନର ଟୋଙ୍କ…