ରାଜ୍ୟ ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନା Sukanta NayakMarch 12, 2025 ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ ମନାପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ମନାଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ୍ ବାରଣମୋବାଇଲ ବ୍ୟାନ ପ୍ରତିବାଦରେ ସାମ୍ବାଦିକଙ୍କ ପ୍ରତିବାଦପ୍ରେସ ଗ୍ୟାଲେରୀକୁ ଗଲେ ନାହଁ ସାମ୍ବାଦିକ
ହାତୀ କରିଥିବା କ୍ଷୟକ୍ଷତିର ତୁରନ୍ତ କ୍ଷତି ପୂରଣ ଦାବିକରି ବିଭାଗ କର୍ମଚାରୀଙ୍କୁ ଅଟକ ଫୋକସ ପ୍ଲସ(ଠାକୁରମୁଣ୍ଡା): ହାତୀ ଘଉଡେଇବା, ହାତୀ ଉପଦ୍ରବ କରିଥିବା କ୍ଷୟକ୍ଷତିର |ତୁରନ୍ତ କ୍ଷତି ପୂରଣ ଦାବିକରି ୧୦ ବନ ବିଭାଗ କର୍ମଚାରୀ ଙ୍କୁ ଅଟକ। ଗତକାଲି ବିଳମ୍ବିତ…
ବିଳମ୍ବିତ ଆମ୍ବୁଲାନ୍ସ ସେବା ,ଗର୍ଭବତୀ ଗୁରୁତର ଫୋକସ ପ୍ଲସ(ତିଗିରିଆ) ୧୨/୦୯/୨୦୨୨: ଆମ୍ବୁଲାନ୍ସ ବିଲମ୍ବିତ ହେବାରୁ ଗର୍ଭବତୀ ମହିଳାଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ତିଗିରିଆ ଗୋଷ୍ଠୀ…
-କୋଣାର୍କ:ବଚସାରୁ ଗଣ୍ଡଗୋଳ ପରେ ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା -ଟେଣ୍ଟ ମାଲିକଙ୍କୁ ପିଟିପିଟି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ -ବାହାଘର ପ୍ରୋସେସନ ବେଳେ ପାଟିତୁଣ୍ଡ ତୀବ୍ର ପରେ ଡିଜେ ମାଲିକ ଓ କର୍ମଚାରୀ ଆକ୍ରମଣ କରିଥିଲେ -ଗୁରୁତରଙ୍କୁ ଗୋପ ମେଡିକାଲ ନେବା ପରେ ମୃତ ଘୋଷଣା -କୋଣାର୍କ:ବଚସାରୁ ଗଣ୍ଡଗୋଳ ପରେ ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା -ଟେଣ୍ଟ ମାଲିକଙ୍କୁ ପିଟିପିଟି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ -ବାହାଘର ପ୍ରୋସେସନ ବେଳେ ପାଟିତୁଣ୍ଡ ତୀବ୍ର…