ସୂଚନା ଥାଉକି ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଥିବା ବେଳେ ସେଠି କିଛି ରୋଚକ ଦୃଶ୍ୟ ଆମ ଫୋକସ ପ୍ଲସ କ୍ୟାମେରାରେ, ଆମ ଢେଙ୍କାନାଳ ପ୍ରତିନିଧିଙ୍କ କିଛି ପ୍ରଶ୍ନରେ ସେ ସଠିକ ଉତ୍ତର ନଦେଇ ରାଗି ପାଚି ଲାଲହୋଇଗଲେ ଓ ସେ ସ୍ଥାନ ଛାଡି ପଳାଇ ଥିଲେ।
ଦେଖନ୍ତୁ ସେ ସମୟର ଭିଡିଓରେ…..
