ରାଜ୍ୟ ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ Sukanta NayakJune 5, 2025 ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଛତ୍ରପୁରରେ ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେରମ୍ଭାରେ ୪୧ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବେଲାଞ୍ଜିପଲ୍ଲୀରେ ତାରା ଦେବୀ ମା’ଙ୍କ ଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ
ବବିଙ୍କ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଦେଲେ ସୁଜାତା ! ଭୁବନେଶ୍ୱର : ବାହାସପଟ ମାରୁଥିଲେ ବବି ଦାସ | ପୁଣିଥରେ କ୍ଷମତାକୁ ଫେରିବାପାଇଁ କରୁଥିଲେ ଉଦ୍ୟମ | ବିଧାୟିକାଙ୍କୁ ହଟାଇ ଉପନିର୍ବାଚନ ମାଧ୍ୟମରେ ପୁଣିଥରେ ଯାଜପୁର ରାଜନୀତିରେ…
ସାଗରମାଳା କାର୍ଯ୍ୟକ୍ରମରେ ଓଡ଼ିଶାକୁ ମୋଟ ୫୪ଟି ପ୍ରକଳ୍ପ ପାଇଁ ୬୩ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରୁ ଏପର୍ଯ୍ୟନ୍ତ ୬୫୬୦କୋଟି ଟଙ୍କାର ୧୬ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ୨୧ଟି ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଓ ବାକି ୧୭ଟି ପ୍ରକଳ୍ପ…
ଶ୍ରମକାର୍ଯ୍ୟାଳୟ ରେ ଚାଲିଛି ମନମୁଖି କାମ । ପାରଳାଖେମୁଣ୍ଡି ଜିଲ୍ଲା ଶ୍ରମକାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ଅବହେଳା ହେତୁ ବିଭିନ୍ନ କାମ ପାଇଁ ଆସୁଥିବା ସାଧାରଣ ଜନତା ହଇରାଣ ହଇ ନିଜ ଘରକୁ ଫେରିଯାଉଛନ୍ତି। ଶ୍ରମକାର୍ଯ୍ୟାଳୟରେ ଯୋଉ ଲୋକ ମାନେ ତାଂକ କାମ…