ରାଜ୍ୟ ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ Sukanta NayakJune 5, 2025 ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଛତ୍ରପୁରରେ ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେରମ୍ଭାରେ ୪୧ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବେଲାଞ୍ଜିପଲ୍ଲୀରେ ତାରା ଦେବୀ ମା’ଙ୍କ ଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ
ଶିବରାତ୍ରି ପାଇଁ ଆସିଲା ଗାଇଡ଼ଲାଇନ ଆଗକୁ ଆସୁଛି ଶିବ ରାତ୍ରି ,କ୍ଷୀର ବେଲ ପତ୍ର ରେ ସୁସଜ୍ଜିତ ହେବେ ମହାଦେବ I ଦୀର୍ଘ ୨ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା…
କୃଷି,ଉଦ୍ୟାନ କୃଷି ବିଭାଗ ବିରୋଧ କଲେ ପ୍ରତିନିଧି ଫୋକସ ପ୍ଲସ(ଚିକିଟି)୦୮/୦୯/୨୦୨୨: ଚିକିଟି ପଂଚାୟତ ସମିତି ବୈଠକ ଅନୁଷ୍ଠିତ,କୃଷି,ଉଦ୍ୟାନ କୃଷି ବିଭାଗ ବିରୋଧରେ ଗର୍ଜିଲେ ଜନ ପ୍ରତିନିଧି। ଚିକିଟି-ଚିକିଟି ବ୍ଳକ କାhର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ…
ପୋଲିସ କୁ ବଡ଼ ସଫଳତା ଫୋକସ ପ୍ଲସ(ଖପ୍ରାଖୋଲ)୦୮/୦୮/୨୦୨୨:ବଲାଙ୍ଗିର ଜିଲା ପାଟଣାଗଡ଼ ସବଡ଼ିଭିଜନ ଖପ୍ରାଖୋଲ ଥାନା ଓ.ଏ.ଭି. ସ୍କୁଲ ନିକଟରେ ଡକାୟତି ହୋଇଥିବା ଘଟଣାର ପର୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା…