Breaking newsଅପରାଧ ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ Sukanta NayakAugust 20, 2024August 20, 2024 କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
ରାତି ଅଧରେ କିଏ ଲଗାଇଲା ନିଆଁ? ଭଦ୍ରକ,ଭଣ୍ଡାରୀପୋଖରୀ14/01/2024: ହେ ଭଗବାନ୍ ଦୁଃଖି କୁଏତେ ଦୁଃଖ ଦିଅ କଣ ପାଇଁ ଜଣେ ଦିନ ମଜୁରୀଆ ତାର ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରା, ବର୍ଷା, ଶୀତ…
ପଙ୍କଜ ଲୋଚନ ମହାନ୍ତି ହେଲେ OCA ନୂଆ ସଭାପତି ଓସିଏର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ ମହାନ୍ତି । ଖାଲି ପଡ଼ିଥିବା ସଭାପତି ପଦ ପାଇଁ ସେ ଏକାକୀ ନାମାଙ୍କନ ଦାଖଲ କରିଥିଲେ…
ଦୁଇ ଶିକାରୀ ସମେତ ଗୋଟିଏ ବନ୍ଧୁକ ଜବତ । ଅନୁଗୋଳ (ଫୋକସ ପ୍ଲସ) ୩୦/୧ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ର ଧଣ୍ଡାତୋପା ବନାଞ୍ଚଳ ବିଭାଗ କାର୍ଯ୍ୟରତ ସମୟରେ ସୂଚନା ପାଇ କୋରାଵ ,ଓ ତରଣ୍ଡା ଗ୍ରାମରୁ…