Breaking newsଅପରାଧ ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ Sukanta NayakAugust 20, 2024August 20, 2024 କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
ଫାଲକନ ଫିଇଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା ଦୁଇ ଗୁରୁତ୍ୱର । ଟ୍ରକ କୁ ପିଟିଲା ଟ୍ରକ ଦୁଇ ଗୁରୁତ୍ୱର ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଇଡ୍ସ ସମ୍ମୁଖରେ ।…
ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ I ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମନେଇ ବାଲି ଘାଟ ବୋମା ମାଡ଼ ଘଟଣା ରେ ବିଂଝାରପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ଗିରିଧାରୀ ମଲିକ ଓରଫ (ଟେରା)ଓ ତାହାର…
ହାତୀ ଆକ୍ରମଣରେ ଜଣେ ଆହତ। https://fb.watch/pN_IGm8tJT/କେନ୍ଦୁଝର ୨୫.୦୧.୨୦୨୪: ଶୌଚ ହେବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଆହତ। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମଙ୍ଗଳ ପୁର ଗ୍ରାମର ବୈଶାଖୀ ମୁଣ୍ଡା ଆଜି ଗ୍ରାମ ର…