accident ପିକ୍ଅପ୍ ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ Sukanta NayakNovember 20, 2025 ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର ଫେରାର, ଗ୍ରାମାଞ୍ଚଳ ପୋଲିସର ତଦନ୍ତ
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର…
ହଠାତ୍ ଯାତ୍ରୀଙ୍କ ଉପରକୁ ମାଡିଗଲା ଟ୍ରକ ଗୁଜୁରାଟରୁ ଆସିଛି ଏକ ବଡ ଖବର | ଗୁଜରାଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସ୍ ହାଇୱେରେ ଠିଆ ହୋଇଥିବା ବସ୍ ଯାତ୍ରୀଙ୍କ ଉପରେ…
ହୁତୁହୁତୁ ହୋଇ ଜଳିଗଲା କାର୍ ପିପିଲି :ହଠାତ୍ ସାମ୍ନାକୁ ଷଣ୍ଢ ଚାଲି ଆସିବାରୁ ଏକ କାର ରାସ୍ତାକଡ଼କୁ ଖସି ଏକ ଯୋରରେ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ…