accident ପିକ୍ଅପ୍ ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ Sukanta NayakNovember 20, 2025 ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର ଫେରାର, ଗ୍ରାମାଞ୍ଚଳ ପୋଲିସର ତଦନ୍ତ
ମାଛ ମାର୍କେଟ ଛକ ନିକଟରେ ସିରିଜ ଦୁର୍ଘଟଣା | ଅନୁଗୁଳ୨୫/୧୧/୨୦୨୩; ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ମାଛ ମାର୍କେଟ ଛକ ଠାରେ ସିରିଜ୍ ଦୁର୍ଘଟଣା। ସୂଚନା ଯେ, ଏକ ଅଟୋ ମେଡିକାଲ ଛକ ଆଡୁ ହେମସୁରପଡା ଛକ…
ଅଜାଆଇ ଘର ସାଜିଲା କାଳ, ଜୀବନ ହରାଇଲା ନାତି……. ରାଇଘର31/12/2023; ସୂଚନା ଅନୁଯାଇ ଛତିଶଗଡ ରାଜ୍ୟ ବିଶ୍ରାମପୁରୀ ଥାନା ଅନ୍ତର୍ଗତ ଉରିଦ ଗ୍ରାମର ରାଜକୁମାର କୋରାମ ତାଙ୍କ ସ୍ତ୍ରୀ ଏବଂ 4 ବର୍ଷର ପୁଅକୁ ଧରି ଗତକାଲି…
ମହିଳାଙ୍କୁ ଟାଣିନେଲା କୁମ୍ଭୀର ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ ଆଜି ଅପରାହ୍ନରେ ଖାଇସାରି ବାସନ ମାଜିବା…