ରାଜନୀତି ଫେବୃଆରୀ 7 ତାରିଖରୁ ପୁଣି ଖୋଲିବ ସ୍କୁଲ ଏବଂ କଲେଜ FOCUS PLUSFebruary 3, 2022 ଅଷ୍ଟମ ଶ୍ରେଣୀରୁ ଯୁକ୍ତ ଦୁଇ ଏବଂ ସବୁ ପ୍ରକାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ବିଦ୍ୟାଳୟ ମଧ୍ୟ ଫେବୃଆରୀ 7 ତାରିଖରୁ ଖୋଲିବ ବୋଲି, କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର, ଏବଂ ଯଥାକ୍ରମେ କେଜି ଠୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ, ଚଳିତ ବର୍ଷ 14 ଫେବୃଆରୀ ଖୋଲିବ, ବୋଲି ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ମୁଖ୍ୟ ଶାସନ ସଚିବ
ବିଜୁ ଯୁବ ଛାତ୍ର ସମ୍ମିଳନି ଫୋକସ ପ୍ଲସ(ଚଣ୍ଡିଖୋଲ)୨୫/୦୮/୨୦୨୨: ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀ ଚଣ୍ଡିଖୋଲ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ବଡଚଣା ବିଜେଡି ତରଫରୁ ବିଜୁ ଯୁବ ଛାତ୍ର…
ସୁଲତା ଯୋଗ୍ୟତା ବଳରେ ନୁହେଁ, ମ୍ୟାନେଜକରି ପହଞ୍ଚିଛନ୍ତି ରାଜ୍ୟସଭା:ଜୟ ନାରାୟଣ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ନେଇ ସୁଲତା ଦେଓଙ୍କ ବୟାନ ପ୍ରସଙ୍ଗସାଂସଦ ସୁଲତା ଦେଓଙ୍କ ବୟାନକୁ ନେଇ ବର୍ଷିଲେ ଜୟ ନାରାୟଣ ମିଶ୍ରସୁଲତା ଯୋଗ୍ୟତା ବଳରେ ନୁହେଁ, ମ୍ୟାନେଜକରି…
ପ୍ରଦୀପଙ୍କ ପରେ ମୁହଁ ଖୋଲିଲେ ବଦ୍ରି ଭୁବନେଶ୍ୱର : ବର୍ତ୍ତମାନ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି ବିଜେଡି ନେତା। କାଲି ପ୍ରଦୀପ ମାଝୀଙ୍କ ପରେ ଆଜି ନିର୍ବାଚନରେ ଦଳର ପରାଜୟର କାରଣ କହିଛନ୍ତି…