ରାଜନୀତି ଫେବୃଆରୀ 7 ତାରିଖରୁ ପୁଣି ଖୋଲିବ ସ୍କୁଲ ଏବଂ କଲେଜ FOCUS PLUSFebruary 3, 2022 ଅଷ୍ଟମ ଶ୍ରେଣୀରୁ ଯୁକ୍ତ ଦୁଇ ଏବଂ ସବୁ ପ୍ରକାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ବିଦ୍ୟାଳୟ ମଧ୍ୟ ଫେବୃଆରୀ 7 ତାରିଖରୁ ଖୋଲିବ ବୋଲି, କହିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର, ଏବଂ ଯଥାକ୍ରମେ କେଜି ଠୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ, ଚଳିତ ବର୍ଷ 14 ଫେବୃଆରୀ ଖୋଲିବ, ବୋଲି ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଜଣାଇଲେ ମୁଖ୍ୟ ଶାସନ ସଚିବ
ରାଷ୍ଟ୍ରପତିଙ୍କ ଉପରେ ଅଶାଳୀନ ମନ୍ତବ୍ୟ, କଣ ରହିଛି ଦଣ୍ଡ ? ଫୋକସ ପ୍ଲସ(ବ୍ୟୁରୋ) ୨୯/୦୭/ ୨୦୨୨: କଂଗ୍ରେସ ନେତା ଆଦୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧିତ କରିଛନ୍ତି। ଏହି ଘଟଣା ଜୁଲାଇ 27…
ଜଳ ଜଙ୍ଗଲର ସୁରକ୍ଷାନେଇ ଗର୍ଜିଲେ ଆଦିବାସୀ ଫୋକସ ପ୍ଲସ(ବଣାଇଁ): ଆଜି ଜିଲ୍ଲାପେସା ଗ୍ରାମସଭା କୋଡିନେଟର ଓ ଫାଇଟ ଫର ରାଇଟସ୍ ପକ୍ଷରୁ ୧୦ଦଫା ଦାବି ନେଇ ଓଡିଶା ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର…
ବିଜେଡିକୁ ବିପୁଳ ବିଜୟ ପାଇଁ ବିଧାୟିକାଙ୍କ ପ୍ରୟାସ ଆରମ୍ଭ I ଚମ୍ପୁଆ ଏନଏସି ନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ବିଧାୟିକା ମିନାକ୍ଷୀ ମହାନ୍ତ ଆଜି ପ୍ରୟାସ ଆରମ୍ଭ କରିଛନ୍ତି । ୧୩ ଗୋଟି ୱାର୍ଡ…