ଦେଶ ବିଦେଶ ଭାରତ ସହ ବାଣିଜ୍ୟ କଥା ବାର୍ତ୍ତା ସ୍ଥଗିତ କଲେଟ୍ରମ୍ପ Sukanta NayakAugust 8, 2025 ଆଗ ସମାଧାନ ପରେ ଆଲୋଚନା କହିଲେ ଟ୍ରମ୍ପରୁଷିଆ ସହ ତେଲ କିଣା ଚୁକ୍ତି ସମାଧାନ ନହେବା ଯାଏ ସ୍ଥଗିତଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଭାରତ ଉପରେ ୫୦ % ଟାରିଫ ଘୋଷଣା କରିଛନ୍ତି ଟ୍ରମ୍ପ
ଠିକରେ ନିଦ ହୋଇ ନଥିବାରୁ ଷ୍ଟେସନରେ ଟ୍ରେନ ଛିଡା କରାଇ ଶୋଇବାକୁ ଚାଲିଗଲେ ଡ୍ରାଇଭର ବରେଲୀ: ନିଦ ଠିକରେ ହୋଇନଥିବାରୁ ଷ୍ଟେସନରେ ଟ୍ରେନ ଛିଡା କରାଇ ଶୋଇବାକୁ ଚାଲିଗଲେ ଡ୍ରାଇଭର | ଟ୍ରେନରେ ଶତାଧିକ ଯାତ୍ରୀ ଥିଲେ ବି ଟ୍ରେନ ଡ୍ରାଇଭର ଏଥିପ୍ରତି…
ଫ୍ୟାନଙ୍କ ଉପରେ କାହିଁକି ରାଗିଗଲେ ରଣବୀର ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ):ରାଗିଗଲେ ଅଭିନେତା ରଣବୀର କପୁର। ରାଗରେ ଭୁଲଗଲେ ହିତାହିତ ଜ୍ଞାନ। ଫଟୋ ଉଠାଉଥିବା ଫ୍ୟାନ୍ଙ୍କ ପ୍ରତି କଲେ ଦୁର୍ବ୍ୟବହାର। ଫ୍ୟାନ୍ଙ୍କ ମୋବାଇଲ୍ ଛଡାଇ ଫିଙ୍ଗି…
କ୍ୟାନସର ପାଇଁ ଦାୟୀ କେକ୍ ! ସାଧାରଣତଃ ଏବେ ଜନ୍ମଦିନ, ବିବାହ ବାର୍ଷିକୀ ଏବଂ ଅନ୍ୟ ଉତ୍ସବ ହେଉ ଲୋକମାନେ କେକ୍ କାଟି ସେଲିବ୍ରେସନ୍ କରୁଛନ୍ତି। ପ୍ରାୟ ଛୋଟ ପିଲାମାନେ କେକ୍ ଖାଇବାକୁ ଅଧିକ…