ଦେଶ ବିଦେଶ ଭାରତ ସହ ବାଣିଜ୍ୟ କଥା ବାର୍ତ୍ତା ସ୍ଥଗିତ କଲେଟ୍ରମ୍ପ Sukanta NayakAugust 8, 2025 ଆଗ ସମାଧାନ ପରେ ଆଲୋଚନା କହିଲେ ଟ୍ରମ୍ପରୁଷିଆ ସହ ତେଲ କିଣା ଚୁକ୍ତି ସମାଧାନ ନହେବା ଯାଏ ସ୍ଥଗିତଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଭାରତ ଉପରେ ୫୦ % ଟାରିଫ ଘୋଷଣା କରିଛନ୍ତି ଟ୍ରମ୍ପ
ଓସ୍କାରରେ ଏଣ୍ଟ୍ରି କଲା ‘ଲାପତା ଲେଡିଜ୍’ ନୂଆଦିଲ୍ଲୀ : ପ୍ରେକ୍ଷାଳୟରେ ଜବରଦସ୍ତ ହିଟ୍ ହେବା ପରେ ଆଉ ଏକ ସଫଳତା ହାସଲ କରିଛି ହିନ୍ଦୀ ଚଳଚ୍ଚିତ୍ର ‘ଲାପତା ଲେଡିଜ୍’।ଆମୀର ଖାନ ପ୍ରଡକ୍ସନ୍ସରେ କିରଣ ରାଓଙ୍କ…
ଭୁବନେଶ୍ୱର କଳିଙ୍ଗନଗର ଶିବ ମନ୍ଦିର ପାଖ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଶବ ଜବତ I ବର୍ତ୍ତମାନ ର ବଡଖବର ଯାହା ଆସି ପହଞ୍ଚିଛି ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର ଶିବମନ୍ଦିର ପାଖ କାଜୁ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଶବ ଉଦ୍ଧାର I ପାରିପ୍ରାଶିକ ଅବସ୍ଥା…
ଓଡିଶାକୁ ମିଳିଲା ଆଉ ଏକ ସମ୍ମାନ ଫୋକସ ପ୍ଲସ 16/3/23(ବ୍ୟୁରୋ): ଓଡିଶାକୁ ମିଳିଲା ଆଉ ଏକ ସମ୍ମାନ । ବର୍ତମାନ ଭାରତର ଅଧିକାଂଶ ପଦବୀରେ ଓଡିଆମାନେ ଅଧିଷ୍ଠିତ ଥିବାବେଳେ ଏବେ ଓଡିଶା ପାଇଁ ଆଉ…