Breaking news ସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବ Sukanta NayakAugust 31, 2024August 31, 2024 ସମୁଦ୍ର ବେଳାଭୂମୀରେ ଏଣିକି ମିଳିବ ମଦନୂଆ ଅବକାରୀ ନୀତିରେ ପର୍ଯ୍ୟଟନକୁ ପ୍ରୋତ୍ସାହନସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବପର୍ଯ୍ୟଟନ ବିଭାଗ ଅନୁମତି ଆବଶ୍ୟକବାର୍ରେ ଡ୍ୟାନ୍ସ ପରିବେଷଣ କରିପାରିବେ ନାହିଁବାର୍ରେ ଗୀତକୁ ହଁ ଓ ନାଚକୁ ନା
ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଫୋକସ ପ୍ଲସ 24/5/22:ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ସାମନ୍ତରାପୁର ଗ୍ରାମରହୋଇଥିବା ବେଳେ ଯୁବକଙ୍କ ନାଁ ସୋନୁ…
ୟୁକ୍ରେନ ରେ ଫସିଛନ୍ତି ଅଞ୍ଚଳଗୁମା ଡାକ୍ତରୀ ଛାତ୍ର । ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହା ଭୟଙ୍କର ଦିଗକୁ ଗତି କରୁଛି।ଏହି ସମୟରେ ତେନ୍ତୁଳିଖୁଣ୍ଟି ବାସୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ…
ଆଉ ସହିପାରୁନୁ ବୋହୂର ଅତ୍ୟାଚାର ଫୋକସ ପ୍ଲସ 22/3/23(ବ୍ୟୁରୋ): ଅନ୍ତ ଫାଡ଼ି ଜନ୍ମ ଦେଇଥିବା ମା ଆଉ ବାପା ଆଜିର ସମାଜରେ ନିଷ୍ଠୁର ଭାବରେ ଅତ୍ୟାଚାରିତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏମିତି…